କୁକୁଡ଼ା ଫାର୍ମ ରେ ୨୨ ଦିନ ଧରି ନାବାଳିକାକୁ ଗଣ ଦୁଷ୍କର୍ମ

କୁକୁଡ଼ା ଫାର୍ମ ରେ ୨୨ ଦିନ ଧରି ନାବାଳିକାକୁ ଗଣ ଦୁଷ୍କର୍ମ

କଟକ :  କୁକୁଡ଼ା ଫାର୍ମ ରେ ୨୨ ଦିନ ଧରି ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣା । ଘଟଣା ନେଇ ଚଉଳିଗଞ୍ଜ ଥାନା ରେ ଦାୟର ହେଲା ମାମଲା । ଘଟଣା ର ତଦନ୍ତ ଲାଗି ଟିମ୍ ଗଠନ ।  ଜଣେ ଅଭିଯୁକ୍ତ ଗିରଫ । ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ଆଉ କିଏ କିଏ ଘଟଣା ରେ ଜଡିତ ଅଛି ସେ ବାବଦ ରେ ଅନୁଧ୍ୟାନ ଜାରି ରହିଛି । କଟକ ଡି ସି ପି ପ୍ରତୀକ ସିଂ ଙ୍କ ସୂଚନା।