ରାଜଧାନୀରୁ ୨୨୫ ଗ୍ରାମର ବ୍ରାଉନ ସୁଗାର ଜବତ

ରାଜଧାନୀରୁ ୨୨୫ ଗ୍ରାମର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଖଣ୍ଡଗିରି କଳିଙ୍ଗନଗର ଅଂଚଳରୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଦଶପଲ୍ଲା ଅଞ୍ଚଳର ମୁନା ସେଠି । ଟଙ୍କା ଠାରୁ ଧଳା ଜହର ସହ ଗୋଟିଏ ବନ୍ଧୁକ ସହ ଗାଡି ଜବତ କରାଯାଇଛି ।