ସୁସ୍ଥ ହେଲେ ଆଉ ୨୫୯୦ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୨୫୯୦ କରୋନା ଆକ୍ରାନ୍ତ

ଆଜି କାଜ୍ୟରେ ୨୫୯୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬୩୬୪ରେ ପହଁଚିଛି ।