ଆଜି ରାଜ୍ୟରେ ଆରୋଗ୍ୟ ହୋଇ ଫେରିଲେ ୩୦୩୪ ଆକ୍ରାନ୍ତ

ଆଜି ରାଜ୍ୟରେ ଆରୋଗ୍ୟ ହୋଇ ଫେରିଲେ ୩୦୩୪ ଆକ୍ରାନ୍ତ

ରାଜ୍ୟରେ ଆଜି ୩୦୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୯୯୩୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।