୩୧୯୯ ବୋତଲ କଫ ସିରଫ ଜବତ

୩୧୯୯ ବୋତଲ କଫ ସିରଫ ଜବତ

କଟକ : କଟକ ମର୍କତ ନଗର ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩୧୯୯ ବୋତଲ କଫ ସିରଫ ଜବତ କରିବା ସହ ଏହି ନିଷିଦ୍ଧ କଫ ସିରଫ ବିକ୍ରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି।ଏତଦବ୍ୟତୀତ ନିଷିଦ୍ଧ ୫୦ ଟି NITE 10 ଟାଵଲେଟ ଜବତ କରଛନ୍ତି।ପୋଲିସ ଭାରତୀୟ ପିଙ୍ଗଳ କୋଡ଼ ଧାରା 273/274/275 ଓ 120B ରେ ଏକ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।