୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍

୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍

ପୁରୀ: ମହାମାରୀ କରୋନା କବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଆକ୍ରାନ୍ତ ହୋଇଛନ୍ତି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ ନିୟୋଜିତ ସେବକମାନଙ୍କ ମଧ୍ୟରୁ କେତେକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ସୂଚନା ଅନୁସାରେ କରୋନା ସଂକ୍ରମିତ ସେବକଙ୍କ ମଧ୍ୟରେ ୩ଜଣ ମହାରଣା ଜଣ ଭୋଇ ସେବକ ରହିଛନ୍ତି ଏହା ଜଣାପଡ଼ିବା ପରେ ଅନ୍ୟମାନଙ୍କ ମଧ୍ୟରେ ଛନକା ପଶିଯାଇଛି ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟ ସେବକମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ଅନ୍ୟପକ୍ଷରେ କରୋନାର ୨ୟ ତରଙ୍ଗରେ ସେବାୟତ ପରିବାର ସଦସ୍ୟଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି