ଓଡ଼ିଶାରୁ ଆଜି ୪ହଜାର ୧୫୯ ସୁସ୍ଥ

ଓଡ଼ିଶାରୁ ଆଜି ୪ହଜାର ୧୫୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ହଜାର ୧୫୯ ସୁସ୍ଥ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।