ଓଡ଼ିଶାରୁ ଆଜି ୪୪ ଜଣଙ୍କର ଜୀବନ ନେଲା କରୋନା

ଓଡ଼ିଶାରୁ ଆଜି ୪୪ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଆଜି ଖୋର୍ଦ୍ଧାରୁ ସର୍ବାଧିକ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ସେହିପରି ଅନୁଗୁଳ, କଟକ, ଝାରସୁଗୁଡ଼ା, ବରଗଡରୁ ଜଣ ଲେଖାଏଁ, କଳାହାଣ୍ଡି, ପୁରୀ, ରାୟଗଡା ସୁନ୍ଦରଗଡରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିର, ବୌଦ୍ଧ ମୟୂରଭଞ୍ଜରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏହା ସହ ଦେବଗଡ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ଅନ୍ୟପଟେ ରାଜ୍ୟରେ ଆଜି ୬୦୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୪୬ ସ୍ଥାନୀୟ ଅଞ୍ଚଳରୁ ୨୬୫୧ ଜଣ ଚିହ୍ନଟ ହୋଇଛନ୍ତି ଏହି କ୍ରମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷ ୩୭ ହଜାର ୨୨୬ରେ ପହଞ୍ଚିଛି ରାଜ୍ୟରେ ସୁସ୍ଥ ସଂଖ୍ୟା ଲକ୍ଷ ୬୪ ହଜାର ୬୭୩ ରହିଥିବା ବେଳେ ୭୯ ହଜାର ୩୩୩ ଜଣ ଚିକିତ୍ସିତ ହେଉଛନ୍ତି ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି