ନଭେମ୍ବର 21ରୁ ଅନଲାଇନରେ ମିଡିଆ ମହାକୁମ୍ଭ

ନଭେମ୍ବର 21ରୁ ଅନଲାଇନରେ ମିଡିଆ ମହାକୁମ୍ଭ

ଭୁବେନଶ୍ୱର : ପୂବର୍ତନ ମୂଖ୍ୟମନ୍ତ୍ରୀ ଡଃ ହେରକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାଷିର୍କ ଉପଲେକ୍ଷ ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂସ୍କରଣ ଆସନ୍ତା ୨୧ ନେଭମ୍ବର ଠାରୁ ଦୁଇ ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନଲାଇନରେ ଉଦଘାଟିତ ହେବ ।

ଏହାକୁ କେନ୍ଦ୍ରମନ୍ତ୍ରୀ ପେଟ୍ରାଲିୟମ୍ ଓ ପ୍ରାକୃତିକ ଇନ୍ଧନ ଧେମର୍ନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାଯ୍ୟର୍କ୍ରମ ଥିବା ବେଳ ଏହି ଉତ୍ସବେର ଲୋକସଭା ସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପଙ୍କଦକ ଭର୍ତୁହରି ମହତାବ, ସି.ଇ.ସି. ର ନେିଦ୍ଧର୍ଶକ ପ୍ରେଫସର ଜଗତଭୂଷଣ ନଡ୍ଡା, ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରେଫସର ସେୌମନ୍ଦ୍ର ମୋହନ ପଟ୍ଟନାୟକ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ସୁଧିର ଗାଭୋନ, ହରେିଦବ ଯୋଶୀ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରେଫସର୍ ଓମ୍ ପ୍ରକାଶ ତାନ୍‌ଭିକୁ ସଭାଉ ଥାକ୍ରରେ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରେଫସର୍ ବଳେଦବ ଶର୍ମା, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରେଫସର ସୁନିଲ କାନ୍ତ ବେହରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରେଫସର ଉଜ୍ଜଳ ଚୌଧୁରୀ ଅଂଶଗ୍ରହଣ କରେିବ ।

ବିଭିନ  ଅଧିବେଶନରେ ଲିଙ୍ଗଗତ ସମାନତା ଓ ଗଣମାଧ୍ୟମର ଭୂମିକା, ବୈଷୟିକ ଯୋଗୋଯାଗ, ସାମାଜିକ ପରିବତର୍ନ ଓ ସ୍ଥାୟୀ ବିକାଶମୁଖୀ ଲକ୍ଷ୍ୟ ଆଦି ବିଷୟବସ୍ତୁ ଉପେର ଅୋଲାଚନା ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ସମ୍ମିଳନୀଟି ଫେସ୍ବୁକ୍ (inmc2020)ଏବଂ ୟୁଟୁ୍ୟବ୍ (imsodihsa) ରେ ସିଧାପ୍ରସାରଣ ହେବ ।

ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ.ଏସ୍) ଦ୍ୱାରା ଏହି ମହାସମ୍ମିଳନୀ କେରାନା କଟକଣାକୁ ଆଖି ଆଗେର ରଖି ଏହି ସମ୍ମିଳନୀ ଅନଲାଇନରେ ଅନୁଷ୍ଠିତ ହେବ । ଦେଶ ଓ ବେିଦଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ ରୁ ଅଧିକ ଗେବଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନେୀର ଅଂଶଗ୍ରହଣ କରେିବ । ଏବର୍ଷ ସମ୍ମିଳନୀର ଶୀଷର୍କ “ସାମାଜିକ ପରିବତର୍ନ ପାଇଁ ଯୋଗୋଯାଗ” ଥିବୋବେଳ, ଏଥେର 100ରୁ ଉର୍ଦ୍ଧ୍ବ ବେିଶଷଜ୍ଞ ସେମାନଙ୍କର ଗେବଷଣାତ୍ମକ ସନ୍ଦର୍ଭ ୪ଟି ବୈଷୟିକ କମର୍ଶାଳୋର ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ଯୁଗେର, କମ୍ପରଟର, ମୋବାଇଲ, ଲାପ୍ଟପ୍ ଆଦି ବୈଷୟିକ ଯନ୍ତ୍ରପାତିର ସମାଜ ଉପେର ପ୍ରଭାବ ଇତ୍ୟାଦି ଅୋଲାଚନା ହେବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନେିଦ୍ଦର୍ଶକ ପ୍ରେଫସର ଉପେନ୍ଦ୍ର ପାଢୀ  ସୂଚନା ଦେଇଛନ୍ତି ।