ରାଜ୍ୟରୁ ଆଜି ୭୦୭ ଜଣ କରୋନା ରୁ ଆରୋଗ୍ୟ । ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୧ ହଜାର ୨୫୬

ରାଜ୍ୟରୁ ଆଜି ୭୦୭ ଜଣ କରୋନା ରୁ ଆରୋଗ୍ୟ । ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୧ ହଜାର ୨୫୬

ଭୁବନେଶ୍ୱର: ରାଜ୍ୟରେ ଆଉ ୭୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧୧୨୫୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।