ରାଜଧାନୀରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ରାଜଧାନୀରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ରାଜଧାନୀରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା, ୪ ଗିରଫ, ଭରତପୁରର ନବମ ଶ୍ରେଣୀ ଛାତ୍ର ଅଶ୍ବିନୀ ପାଢ଼ିଙ୍କୁ ହତ୍ୟା,ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ ଗତ କାଲି ରାତିରେ ହୋଇଥିଲା ହତ୍ୟାକାଣ୍ଡ |