ରାଜ୍ୟରେ ଆଉ ୯୦୮ କୋରୋନା ଆକ୍ରାନ୍ତ ସୁସ୍ଥ ।

ରାଜ୍ୟରେ ଆଉ ୯୦୮ କୋରୋନା ଆକ୍ରାନ୍ତ ସୁସ୍ଥ ।

ଭୁବନେଶ୍ୱର: ରାଜ୍ୟରେ ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ମୋଟ୍‌ ୩ ଲକ୍ଷ ୯ ହଜାର ୭୪୭ କୋରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।