ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା !

ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା ! କାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୩ ତାରିଖରେ ଲଘୁଚାପର ରୂପ ନେବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ନେବ ଅବପାତର ରୂପ, ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ । ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ସ୍ପଷ୍ଟ ହୋଇନି । ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।

Comments (0)
Add Comment