ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ନୀଚରୋହୀ ରବିଙ୍କ ଯୋଗୁ ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ ଦସ୍ତଙ୍ଘ ମନୋବଳ ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ । କର୍ମକ୍ଷେତ୍ରରେ କୌଣସି ନୂତନ ପଦକ୍ଷେ ଗ୍ରହଣ କରିପାରନ୍ତି ।

ବୃଷ: ଆଜି ଦ୍ୱିଜା ନକ୍ଷତ୍ର କ୍ରୀଡା, କଳା ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା କ୍ଷେତ୍ରରେ ଉନ୍ନତମାନର ଫଳ ।ଇବେ । ବନ୍ଧୁଙ୍କ ସହ ମତାନ୍ତର ଘଟିାରେ ।

ମିଥୁନ: ବୁଧ ଓ ଶୁକ୍ରଙ୍କ ପ୍ରଭାବରୁ ବନ୍ଧୁମିଳନ ସହ ପାରିବାରିକ ଜୀବନ ମଧ୍ୟ ସୁଖରେ କଟିବ । ମୃଗଶିରା ନକ୍ଷତ୍ର ଅଫିସରେ କିଛି କଡା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ ।

କର୍କଟ :ରାହୁ ଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ଆଣ କଦାି ପଛକୁ ଫେରିବେ ନାହିଁ ।

ସିଂହ: ଆଜିର ଯାତ୍ରା ମନକୁ ସାମୟିକ ଆନନ୍ଦ ପ୍ରଦାନ କରୁଥିବା ସମୟରେ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତା ବଢାଇବ ।

କନ୍ୟା: ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପକ୭ ପୁଣି ୋଡି ହୋଇିବାରେ ପଡୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିବ । ପରିବାର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ ।

ତୁଳା – ବନ୍ଧୁମାନଙ୍କ ଗହଣରେ ସାଧାରଣ କଥାରେ ଆଣ ଅ୍ରିୟ ସତ୍ୟ ୍ରକାଶ କରି ବିବାଦିୟ ହୋଇାରନ୍ତି । ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ ।

ବିଛା:   କର୍ମସ୍ଥାନରେ ଶୁକ୍ର ଥିବାରୁ ଆପଣ େଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତର୍କ୍ୟା ଅବଶ୍ୟ ହେବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ଧନୁ: କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟମାନଙ୍କ ଉପରେ ଅଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ବନ୍ଧୁମାନଙ୍କ ସାର୍ହ୍ୟା ପାଇବେ ।

ମକର :  କର୍ମକ୍ଷେତ୍ରରେ କେତେକ ଅବହେଳିତ କାମ ସକାଶେ ଚିନ୍ତା କରିାରନ୍ତି । େତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ୋଗୁ ପ୍ରଗତିରେ ଅଗ୍ରଗତି ହୋଇାରିବ ନାହିଁ ।

କୁମ୍ଭ:   କର୍ମକ୍ଷେତ୍ରରେ କିଛି ସମସ୍ୟା ଓ ରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିାରେ । ବନ୍ଧୁକୁ ସନ୍ଦେହ କରନ୍ତୁ ନାହିଁ, ଯାହା ଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହୋଇପାରେ ।

ମୀନ:  ଆଜି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଆଣ କାହାର ମିଠା କଥାରେ ଭାସି ବୁଲିଲେ ଅସୁବିଧାରେ ପଡିବେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇାରନ୍ତି ।