ରାଜ୍ୟରେ ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

ରାଜ୍ୟରେ ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ ଏବେ ଧୀରେ ଧୀରେ ସବୁ ଆସ୍ତେ ଆସ୍ତେ ସ୍ୱାଭାବିକ କରାଯାଉଛି। ରାଜ୍ୟରେ ଥିବା ସମସ୍ତ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବ। କୋଭିଡ ଗାଇଡ୍‌ଲାଇନକୁ ପାଳନ କରି ବାର୍‌ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାଯାଇପାରିବ। ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗ ପକ୍ଷରୁ ବିଭିନ୍ନ ବାର୍‌ ଓ ରେଷ୍ଟୁରାଣ୍ଟ ସଂଘକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, କୋଭିଡ ପାଇଁ ରାଜ୍ୟର ସମସ୍ତ ବାର ଓ ରେଷ୍ଟୁରାଣ୍ଟ ବନ୍ଦ ଥିଲା।