ଅଲ୍ଲୁ ଅର୍ଜୁନ୍ କରୋନା ପଜିଟିଭ୍

ଅଲ୍ଲୁ ଅର୍ଜୁନ୍ କରୋନା ପଜିଟିଭ୍

ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ କରୋନା ପଜିଟିଭ୍ ହୋଇଛନ୍ତି ସେ ଟୁଇଟ୍ କରି ସୁଚନା ଦେଇଛନ୍ତି ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେଟ୍ କରିଛନ୍ତି ସେ ଟୁଇଟ୍ କରି କହିଛନ୍ତି ଯେ, “ମୋର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ମୁଁ ନିଜକୁ ଏବେ ଆଇସୋଲେଟ୍ କରିଛି ତେଣୁ ମୁଁ ଅନୁରୋଧ କରୁଛି ଯେ, ଯେଉଁ ମାନେ ମୋ ସଂର୍ସ୍ପଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରନ୍ତୁ ମୁଁ ମୋ ଫ୍ୟାନ୍ସ ଏବଂ ଶୁଭଚିନ୍ତକ ମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଚିନ୍ତା କରନ୍ତୁନି ମୁଁ ମୋର ଚିକିତ୍ସା କରୁଛି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏହାପରେ ତାଙ୍କ ଫ୍ୟାନ୍ସ ମାନେ ତୁରନ୍ତୁ ସୁସ୍ଥ ହେବା ନେଇ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ୨୦୦୩ରେ ଫିଲ୍ମଗଙ୍ଗୋତ୍ରୀମାଧ୍ୟମରେ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିଥିଲେ