ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ କେୟାର ସେଣ୍ଟରକୁ ୨ କୋଟି ଦାନ କଲେ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ କେୟାର ସେଣ୍ଟରକୁ ୨ କୋଟି ଦାନ କଲେ

ବଲିଉଡ ସୁପରଷ୍ଟାର ଅର୍ଥାତ୍ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ କରୋନାର ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡକେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡକେୟାର ସେଣ୍ଟର ପାଇଁ ଏହି ଟଙ୍କାବିଗ ବିଦାନ କରିଛନ୍ତି ଏନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର ସିଂ ସିରସା ଟ୍ୱିଟ କରି ସୂଚନା ଦେଇଛନ୍ତି ଏଥିପାଇଁ ଦିଲ୍ଲୀ ଶିଖ ଗୁରୁଦ୍ବାର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ଅମିତାଭ ବଚ୍ଚନଙ୍କୁ ଧନ୍ଯବାଦ ଜଣାଇଛନ୍ତି