ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୪୭ ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୪୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୪୭ ଆକ୍ରାନ୍ତ । କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୬୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧୬୫, କଟକରୁ ୫୯୩, ସୁନ୍ଦରଗଡ଼ରୁ ୫୯୧ ସୁସ୍ଥ ।ସମ୍ବଲପୁରରୁ ୫୧୮, ବରଗଡ଼ରୁ ୪୩୬, ନୂଆପଡ଼ାରୁ ୪୧୧ ସୁସ୍ଥ ।