ଅନୁଭବ ଆଜି ପୁଣି ଏକ ଟ୍ୱିଟ କରି କହିଲେ ଏପରି କଥା

ଅନୁଭବ ଆଜି ପୁଣି ଏକ ଟ୍ୱିଟ କରି କହିଲେ ଏପରି କଥା

ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରୋଇ କଳିରେ ଏବେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ କଥା ଦେଖିବାକୁ ମିଳୁଛି। ଗତକାଲି ମାନବାଧିକାର କମିସନ ଦୁହିଁଙ୍କ ସହ ସାକ୍ଷାତ କରିବା ପରେ ଏନେଇ ଟୁଇଟ୍ କରିଛନ୍ତି ଅନୁଭବ ମହାନ୍ତି।