କୋଭିଡ୍ ରେ ଆଖି ବୁଜିଲେ ଅରିଜିତ ସିଂଙ୍କ ମା’

କୋଭିଡ୍ ରେ ଆଖି ବୁଜିଲେ ଅରିଜିତ ସିଂଙ୍କ ମା’

ମୁମ୍ବାଇ : କୋଭିଡ୍ ମହାମାରୀରେ ଆଖି ବୁଜିଲେ ବଲିଉଡ୍ ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂଙ୍କ ମା ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ନିଧନ ହୋଇଛି ଅରିଜିତଙ୍କ ମାସଂକ୍ରମିତ ହେବାପରଠାରୁ ହିଁ ତାଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିଲା ଗୁରୁବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା ଏହାପରେ ସକାଳ ୧୧ଟାରେ ତାଙ୍କ ଦେହାନ୍ତ ହୋଇଥିଲା ତେବେ ତାଙ୍କ ବିୟୋଗରେ ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି