ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି

ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର: ଓଡିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ଵେହେରାଙ୍କୁ କ୍ଲିନଚିଟ ମିଳିଛି । ସୁପ୍ରିମକୋର୍ଟରେ ଚାଲିଥିବା ଏହି ମାମଲାରେ ସିବିଆଇ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇଥିଲା । ତକ୍ରାଳୀନ ଆଶୀର୍ବାଦଙ୍କର ତ୍ରୁଟି ନଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଥିବା ସୂଚନା ମିଳିଛି । ଚୂଡ଼ାନ୍ତ ଫର୍ମ ଦାଖଲ ପରେ ଏହି ମାମଲାର ଅନ୍ତ ଘଟାଇଥିଲେ ସୁପ୍ରିମକୋର୍ଟ । ଓଡ଼ିଶା ଅଲମ୍ପିକ ସଙ୍ଘର ପୂର୍ବତନ ସମ୍ପାଦକ ଥିଲେ ଆଶୀର୍ବାଦ ବେହେରା ।

ଓଡିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ଵେହେରାଙ୍କ ପାଇଁ ଆଶ୍ଵସ୍ତିକର ଖବର । ତାଙ୍କ ବିରୋଧରେ ହେଉଥିବା ସି ବି ଆଇ ତଦନ୍ତ ବନ୍ଦ କରିବା ଲାଗି ସର୍ଵୋଚ୍ଚ ନ୍ୟାୟାଳୟ କହିଛନ୍ତି ।