ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ /: ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଆଜି ଇସ୍ତଫା ଦେଇଛନ୍ତି ସେ ଆଜି ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ତେବେ ଆଜି ଆସାମ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ଏହି ବୈଠକରେ ପ୍ରଭାରୀ ବୈଜୟନ୍ତ ପଣ୍ଡା ବି.ଲ୍.ସନ୍ତୋଷ ଉପସ୍ଥିତ ରହିବେ ସର୍ବାନନ୍ଦ ସୋନୱାଲା ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଏନେଇ ଏବେ କଳ୍ପନା ଜଳ୍ପନା ଜାରି ରହିଛି