ବିଧାନସଭା ମୌସୁମୀ ଅଧିବେଶନକୁ ଆଖିଆଗରେ ରଖି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଧାନସଭା ମୌସୁମୀ ଅଧିବେଶନକୁ ଆଖିଆଗରେ ରଖି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଧାନସଭା ମୌସୁମୀ ଅଧିବେଶନକୁ ଆଖିଆଗରେ ରଖି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନକିଶୋର ଦାସ, ସଂସଦୀୟ ଵ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ତଥା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ । ବିଧାନସଭା ଅଧିବେଶନକୁ ଦେଖି ବିଧାୟକ ମାନଙ୍କ କୋଭିଡ ପରୀକ୍ଷା ତଥା କୋଭିଡ 19 ସ୍ଥିତିରେ ବିଧାନସଭା କେମିତି ପରିଚାଳିତ ହେବ ସେ ନେଇ ବୈଠକରେ ଚର୍ଚା ହେଉଥିବା ସୂଚନା।