ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପଦ୍ଧତି ନେଇ ସଂସଦ ସଚିବଙ୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଲୋଚନା ହୋଇଛି । ୨ ଦିନ ଭିତରେ ସଂସଦ ପକ୍ଷରୁ ଲିଖିତ ଗାଇଡଲାଇନ୍ ପଠାଯିବ । ଗାଇଡଲାଇନ୍ ଅନୁସାରେ ଅଧିବେଶନର ପଦ୍ଧତି ନେଇ ନିଷ୍ପତ୍ତି ହେବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି ।