କମିଶନରେଟ ପୋଲିସ କବ୍‌ଜାରେ ATM ଲୁଟେରା

କମିଶନରେଟ ପୋଲିସ କବ୍‌ଜାରେ ATM ଲୁଟେରା

ଭୁବନେଶ୍ୱର: କମିଶନରେଟ ପୋଲିସ କବ୍‌ଜାରେ ATM ଲୁଟେରା। ଗିରଫ ଲୁଟେରାଙ୍କ ନାଁରେ ରହିଛି ୮ରୁ ଅଧିକ ମାମଲା। ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ATM ହାତେଇ ଟଙ୍କା ଲୁଟୁଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ