ଭାରତରୁ ଉଡ଼ାଣ ଉପରେ ରୋକ୍- ଅଷ୍ଟ୍ରେଲିଆ

ଭାରତରୁ ଉଡ଼ାଣ ଉପରେ ରୋକ୍- ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ମଙ୍ଗଳବାରଠାରୁ ଭାରତରେ ଜାରି ରହିଥିବା କୋଭିଡ୍ସଂକ୍ରମଣ କୁ ନଜରରେ ରଖି ଭାରତରୁ ସମସ୍ତ ସିଧା ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି ପ୍ରଧାନମନ୍ତ୍ରୀ ସ୍କଟ୍ମାରିସନଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ କୌଣସି ବିମାନ ଅଷ୍ଟ୍ରେଲିଆ ଯିବ ନାହିଁପୂର୍ବରୁ ଥାଇଲାଣ୍ଡ, ସିଙ୍ଗାପୁର, ବାଂଲାଦେଶ ବ୍ରିଟେନ ଭଳି କେତେକ ଦେଶ ଭାରତରୁ ହେବାକୁ ଥିବା ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ଭାରତରେ ଗତ ଦିନ ଭିତରେ ସଂକ୍ରମଣର ନୂଆ ମାମଲା ଲକ୍ଷ ପାର୍ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରମୁଖ ଅଧନମ୍ଘେବ୍ରେସସ୍କହିଛନ୍ତି, ‘ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ମହାମାରୀ କାରଣରୁ ସ୍ଥିତି ହୃଦୟ ବିଦାରକ ରହିଛି