ଦୁଇ ଦିନିଆ CISF ୟୁନିଟ ଭୁବନେଶ୍ୱର ଏୟାରପୋର୍ଟ ପରିଦର୍ଶନ ରେ ଆସି ପହଁଚି ଛନ୍ତି

ଦୁଇ ଦିନିଆ CISF ୟୁନିଟ ଭୁବନେଶ୍ୱର ଏୟାରପୋର୍ଟ ପରିଦର୍ଶନ ରେ ଆସି ପହଁଚି ଛନ୍ତି

ଭୁବନେଶ୍ୱର : ଆଜି ଶ୍ରୀ K C S Ray, DIG, Airport Sector, East & North East Sector Kolkata, ଦୁଇ ଦିନିଆ CISF ୟୁନିଟ ଭୁବନେଶ୍ୱର ଏୟାରପୋର୍ଟ ପରିଦର୍ଶନ ରେ ଆସି ପହଁଚି ଛନ୍ତି। ପ୍ରଥମେ ସେ Airport ପହଁଚି କରୋନା ମହାମାରୀ ସମୟରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରିଥିଲେ। ତାପରେ ସେ CISF Barrack ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ Guard of Honour ଦିଆ ଯାଇଥିଲା। ସେଠାରେ ସେ 23 room ବିଶିଷ୍ଟ Officer ହଷ୍ଟେଲ ର ଉଦଘାଟନ କରିଥିଲେ ଯୋଉଠି କି 46 ଜଣ ଅଫିସର ରହିପାରିବେ। ତାପରେ ସେ ଏକ CISF Canteen ଆଉ ଏକ Aviation Security Training Centre ର ମଧ୍ୟ ଉଦଘାଟନ କରିଥିଲେ। ଏହି ସମୟରେ ଶ୍ରୀ V V ରାଓ, ଐଆରପୋର୍ଟ ନିର୍ଦେଶକ, ଶ୍ରୀ ସୁଧୀର କୁମାର, CISF କମାଣ୍ଡାଣ୍ଟ , Airport Authority of India ଓ CISF ର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଏକ Cammando Action ତଥା Dog Show ର ମଧ୍ୟ ଆୟୋଜନ କରାଯାଇଥିଲା।