ବାଲେଶ୍ବର NH-୧୬ ବିର୍ଲା ଟାୟାର ନିକଟରେ ପୋଲ ତଳକୁ ଖସିଲା କାର : ଘଟଣାସ୍ଥଳରେ ୩ ମୃତ, ୨ ଗୁରୁତର

ବାଲେଶ୍ବର NH-୧୬ ବିର୍ଲା ଟାୟାର ନିକଟରେ ପୋଲ ତଳକୁ ଖସିଲା କାର : ଘଟଣାସ୍ଥଳରେ ୩ ମୃତ, ୨ ଗୁରୁତର

ବାଲେଶ୍ବର: ବାଲେଶ୍ବର NH-୧୬ ବିର୍ଲା ଟାୟାର ନିକଟରେ ପୋଲ ତଳକୁ ଖସିଲା କାର୍, ମୟୂରଭଞ୍ଜ ଜିଲ୍ଲାର ୩ ମୃତ । ବାରିପଦାରୁ ଭୁବନେଶ୍ବର ଯାଉଥିବା ବେଳେ ହେଲା ଦୁର୍ଘଟଣା । ବାରିପଦା ତକତପୁରର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା; ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ ମୃତ । ବାରିପଦା ତକତପୁର ଅଞ୍ଚଳର ବାପୁନ ମହାନ୍ତି ଗୁରୁତର ଆହତ ।