ଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର

ଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର

ବରଗଡ଼ ଫାୟାର ଅଫିସ ରେ ଭିଜିଲାସନ୍ସ ଚଢ଼ାଉ. ଅତିରିକ୍ତ ଭିଜିଲାସନ୍ସ ଅଧିକାରୀ ପ୍ରଶାନ୍ତ ମହାପାତ୍ର ଲାଞ୍ଚ ନେଉଥିବା ବେଲେ ଭିଜିଲାସନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି. ବରଗଡ଼ ଜିଲ୍ଲା ଭେଡନ ବ୍ଲକ ର ପପଙ୍ଗା ଠାରେ ଥିବା ହୃଷିକେଶ ପଧାନ ଙ୍କ ପେଟ୍ରୋଲ ପମ୍ପ ର ଫାୟାର ସାର୍ଟିଫିକେଟ ପାଇଁ 12 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାସନ୍ସ ଗିରଫ କରିଥିଲା