ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍

ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍

ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ଥାନାରେ ଅଟକ ଘଟଣାରେ ଥାନା ସମ୍ମୁଖ ରାସ୍ତାକୁ ଅବରୋଧ କଲେ ବିଧାୟକଙ୍କ ସମର୍ଥକ, ଜଣେ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗରେ ବିଧାୟକଙ୍କୁ ଥାନାକୁ ଆଣିଛି ପୋଲିସ.

ବାରିପଦା ଟାଉନ ଥାନା ଆଗରେ ବିଧାୟକଙ୍କ ସମର୍ଥକଙ୍କ ଧାରଣା, ବିଜେପି ବିଧାୟକ ପ୍ରକାଶ ସୋରେନ ଓ ସହଯୋଗୀଙ୍କୁ ଛାଡ଼ିବାକୁ ଦାବି, ମୟୂରଭଞ୍ଜ ITDA ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ଘଟଣାରେ ଉଭୟ ଅଟକ ଅଛନ୍ତି, ସହକାରୀ ଯନ୍ତ୍ରୀ ଗଣପତି ଜେନା ଗୁରୁତର, PRM ମେଡିକାଲରେ ଭର୍ତ୍ତି.