ଲବଙ୍ଗର ଫାଇଦା:

ଲବଙ୍ଗର ଫାଇଦା:

ମସ୍ତିଷ୍କର କ୍ଷମତା ବୃଦ୍ଧି ଏବଂ ହାଡ଼କୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଲବଙ୍ଗରେ ଆଣ୍ଟି–ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି–ମାଇକ୍ରୋବାୟଲ୍ ଗୁଣ ରହିଥାଏ । ଲବଙ୍ଗ  ପାଟିକୁ ସଂକ୍ରମଣରୁ ଦୂରେଇ ରଖିଥାଏ ।

ପେଟ ଅଲସରର ଚିକିତ୍ସାରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ ।

ଲବଙ୍ଗରେ ଥିବା ୟୁଜେନୋଲ୍ କମ୍ପାଉଣ୍ଡ ଯକୃତକୁ ବିଶେଷ ଲାଭ ଦେଇଥାଏ । ଯକୃତ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପ ହ୍ରାସ କରି ଏହାର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।