ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର: ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । କୋଭିଡି କଟକଣା ପାଇଁ ଦୈ।ନିକ ୫୦୦ ପର୍ଯ୍ୟଟକ ଭିତରକନିକା କୁ ପ୍ରବେଶ କରିପାରିବେ ।ମାକ୍ସ ପିନ୍ଧିବା ବାଧ୍ୟତାମୂଳକ । ରାଜନଗର ବନଖଣ୍ଡ ଅଧିକାରୀ ଙ୍କ ସୂଚନା । ପୂର୍ବରୁ କେବଳ ରାତ୍ରି ଯାପନ କରିବା କୁ ଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିଲା ।