ଆସନ୍ତା ୧୯ ତାରିଖରୁ ସମସ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଆସନ୍ତା ୧୯ ତାରିଖରୁ ସମସ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଆସନ୍ତା ୧୯ ତାରିଖରୁ ସମସ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୋଭିଡି ନିୟମ ପାଳନ ହେବା ସହ ଦୈନିକ ୫୦୦ ପର୍ଯ୍ୟଟକ ଭିତକକନିକା ଭ୍ରମଣ କରିପାରିବେ । ପୂର୍ବରୁ କେବଳ ରାତ୍ରି ଯାପନ କରିବା ପାଇଁ ଥିବା ପର୍ଯ୍ୟଟକ ଙ୍କୁ ଅନୁମତି ମିଳିଥିଲା । ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ଙ୍କ ସୂଚନା ।