ଦାଦା ବଟି ମାଗି 6 ଦଲାଲ ଗିରଫ

ଦାଦା ବଟି ମାଗି 6 ଦଲାଲ ଗିରଫ

ଭୁବନେଶ୍ୱର: ଦାଦା ବଟି ମାଗିବା ଅଭିଯୋଗରେ ଆଜି କମିଶନରେଟ୍ ପୁଲିସ ପାଞ୍ଚ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି । ଯିଏକି ନିଜକୁ ସାମ୍ବାଦିକ ବୋଲି କହି ବୁଲୁ ଥିଲେ। ଏହି ୬ ଚୋର ଦଲାଲ ଙ୍କ ପାଇଁ ଯିଏ ନିଜକୁ ସାମ୍ବାଦିକ କହି ଆଗକୁ ଆସିବ। ଆନ୍ଦୋଳନ କରିବାକୁ ଚେଷ୍ଟା କରିବ ସେମାନେ ବି ଗିରଫ ହେବେ ପୋଲିସ ଆଉ ୧୫ ଜଣ web ଦଲାଲ ଙ୍କ ତାଲିକା ତିଆରି କରିଛି ପୋଲିସ।