ଆସନ୍ତା ସେପ୍ଟେମ୍ବର ୧୩ରେ ଭୁବନେଶ୍ୱରର ୟୁନିଟ-୧ ହାଟ ବନ୍ଦ

ଆସନ୍ତା ସେପ୍ଟେମ୍ବର ୧୩ରେ ଭୁବନେଶ୍ୱରର ୟୁନିଟ-୧ ହାଟ ବନ୍ଦ

ସେପ୍ଟେମ୍ବର ୧୩ରେ ସଂପୂର୍ଣ ବନ୍ଦ ରହିବ ଭୁବନେଶ୍ବରର ୟୁନିଟ-୧ ହାଟ । NEET-UG ପରୀକ୍ଷା ଆୟୋଜନକୁ ଦୃଷ୍ଟିରେ ରଖି BMCର ପଦକ୍ଷେପ । ହୋଲ୍‌ସେଲ୍‌ ଓ ରିଟେଲ ହାଟ ଖୋଲିବା ଉପରେ ଲାଗିଲା କଟକଣା