ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ନିଜ ପ୍ରାର୍ଥୀଙ୍କ ନାମ

ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ନିଜ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର:  ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ନିଜ ପ୍ରାର୍ଥୀଙ୍କ ନାମ । ଓଡିଶାରେ ହେବାକୁ ଥିବା ୨ଟି ଆସନ ପାଇଁ ଉପ-ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ପାଇଁ ସ୍ବରୁପ କୁମାର ଦାସ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସ ନୂଆ ନାମ ।