ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ

ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟରେ ଲେଖିଛନ୍ତି ଯେ, କରୋନାର କୌଣସି ଲକ୍ଷଣ ନଥିଲେ ବି ଯେହେତୁ ସ୍ୱାବ ଟେଷ୍ଟ ପଜିଟିଭି ଆସିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ୨ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହୁଛିି ।