ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କଲେ ବିଜେଡି ସାଂସଦ। ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ ଦାୟିତ୍ୱ ତୁଲାଇଲେ ଜଣେ ଓଡିଆ । ଦକ୍ଷତା ଓ ସାଧୁତାର ସହ ଗୃହ କାର୍ଯ୍ୟ କରିଥିବାରୁ ସାଂସଦଙ୍କୁ ପ୍ରଶଂସା । ଏହାସହ ରାଜ୍ୟସଭା ଉପାଧ୍ୟକ୍ଷ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସସ୍ମିତ ଶ୍ରେୟ ଦେଇଛନ୍ତି । ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି ।