ଉପନିର୍ବାଚନରେ ପରାଜୟ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଉପନିର୍ବାଚନରେ ପରାଜୟ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଫଳାଫଳ କୁ ସମ୍ମାନ ଜଣାଇଲା ବିଜେପି। ଭୋଟରଙ୍କୁ ଧନ୍ୟବାଦ ଦଳ। ଦଳୀୟ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି। ବିଜେପି ଏଥର ପ୍ରସଙ୍ଗ ଭିତିକ ନିର୍ବାଚନ ଲଢ଼ିଥିଲା। କରନା ପରିଚାଳନା ରେ ବ୍ୟାପକ ଅନିୟମିତତା କୁ ଲୋକଙ୍କ ପାଖରେ ପହଂଚାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସହାୟତା ଲୋକଙ୍କ ପାଖରେ ପହଂଚିପାରୁଣୀ। ଦୁର୍ନୀତି ଓ ଅନିୟମିତତା ହେଉଛି। ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧା ଦେବା କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇଥିଲୁ। ସେସବୁ ପ୍ରସଙ୍ଗ ଆଜି ମଧ୍ୟ ଅଛି। ଏସବୁ ପ୍ରସଙ୍ଗ ନେଇ ସଂଗଠନ କୁ ସୁଦୃଢ଼ କରିବୁ। ଆଗକୁ ବୁଥ ସ୍ତରରେ ସଂଗଠନ କୁ ଆହୁରି ସୁଦୃଢ଼ କରିବ ଦଳ। ନିର୍ବାଚନ ରୁ ଏ କଥା ସ୍ପଷ୍ଟ ଯେ ଆଗକୁ ରାଜ୍ୟର ନିର୍ବାଚନ ରେ ଦ୍ୱିପାକ୍ଷିକ ଲଢେଇ ହେବ। କଂଗ୍ରେସ ଏବେ ଶକ୍ତିହୀନ ହୋଇପଡିଛି। କଂଗ୍ରେସ ଯେଭଳି ଲୋକଙ୍କୁ ବିଭ୍ରାନ୍ତ ସୃଷ୍ଟି କରିଥିଲା ତାର ପରାଭଵ ଭୋଗିଲା କଂଗ୍ରେସ।