ଓଡିଶାରୁ ପୁଣି ଚିନ୍ହଟ ହେଲେ ବ୍ଲାକ ଫଙ୍ଗସ ରୋଗୀ

ଓଡିଶାରୁ ପୁଣି ଚିନ୍ହଟ ହେଲେ ବ୍ଲାକ ଫଙ୍ଗସ ରୋଗୀ

ଭୁବନେଶ୍ୱର: ଓଡିଶାରୁ ପୁଣି ଚିନ୍ହଟ ହେଲେ ବ୍ଲାକ ଫଙ୍ଗସ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିନ୍ହଟ ହେଲେ 4 ରୋଗୀ । ଜଣଙ୍କ ଅବସ୍ଥା ଗୁରୁତର ସହ ଦୃଷ୍ଟି ଶକ୍ତି ହରାଇଥିବା ସୂଚନା । ଗତକାଲି ଜଣେ ବ୍ଲାକ ଫଙ୍ଗସ ରୋଗୀ ହୋଇଥିଲେ ଚିନ୍ହଟ ।