ପୁରୀ ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ପଡ଼ିଲା ରକ୍ତଛିଟା

ପୁରୀ ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ପଡ଼ିଲା ରକ୍ତଛିଟା

ପୁରୀ:ଶ୍ରୀମନ୍ଦିରରେ ଅଘଟଣ। ଗର୍ଭଗୃହରେ ରକ୍ତର ଛିଟା। ଜଣେ ସେବାୟତ ଜାତ ଭୋଗ ନେଇ ଯିବା ସମୟରେ ପଡିଗଲେ ରତ୍ନବେଦୀ ନିକଟରେ। ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଆହତ ସେବକ ହେଉଛନ୍ତି ଲକ୍ଷ୍ମଣ ମହାପାତ୍ର। ପୁରୀ ସଦର ହସପିଟାଲରେ ଭର୍ତ୍ତି। ସେପଟେ ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ। ସେପଟେ ପୋତାଯିବ ଜାତଭୋଗ।,,