ଛୋଟ ପିଲାଙ୍କ ଗୋଣ୍ଡଗୋଳ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଛୋଟ ପିଲାଙ୍କ ଗୋଣ୍ଡଗୋଳ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଘୁସୁରାବେଡ଼ା ଗ୍ରାମରେ ଛୋଟ ପିଲାଙ୍କ ଗୋଣ୍ଡଗୋଳ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଗୋଟିଏ ପରିବାର ର ଚାରି ଜଣଙ୍କୁ ଛୁରୀ ଲୁହାରଢରେ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।