ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଏମସି କମିସନରଙ୍କ ପ୍ରତିକ୍ରିୟା

ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଏମସି କମିସନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଏମସି କମିସନରଙ୍କ ପ୍ରତିକ୍ରିୟା । ଏ ସଂପର୍କରେ ଆମେ ଲିଙ୍ଗରାଜ ମନ୍ଦିର ସେବାୟତ, ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସହ ଆଲୋଚନା କରିବୁ । ଆଲୋଚନାରେ ଯାହା ନିଷ୍କର୍ସ ବାହାରିବ ସେହି ଅନୁସାରେ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନେବୁ ।

ବିବାହ ଓ ଅନ୍ତିମ ସଂସ୍କାର ପ୍ରସଙ୍ଗରେ ରଖିଲେ ଜବାବ : ଯାହା କୋଭିଡ୍ ନିୟମ ଥିଲା ତାହା ପାଳନ କରାଯିବ । କେବଳ ସଂଖ୍ୟା ବଢିଛି । ଲୋକ ମାନେ ସତର୍କ ହେବା ଦରକାର ।

ସ୍କୁଲ ଖୋଲିବା ପ୍ରସଙ୍ଗରେ ମତ୍ତ : ଗଣଶିକ୍ଷା ବିଭାଗ ସହ ଆଲୋଚନା କରିବୁ । ବିଭାଗ ଯାହା ନିଷ୍ପତ୍ତି ନେବ ଆମେ ଫଲୋ କରିବୁ, ଆମେ ଖୋଲିବା ପାଇଁ ପ୍ରସ୍ତୁତ ।