ବିଏମସି ଜେଡିସି ପ୍ରମୋଦ ପୃଷ୍ଟି ଙ୍କୁ ବଦଳି କରାଯାଇଛି

ବିଏମସି ଜେଡିସି ପ୍ରମୋଦ ପୃଷ୍ଟି ଙ୍କୁ ବଦଳି କରାଯାଇଛି

ବିଏମସି ଜେଡିସି ପ୍ରମୋଦ ପୃଷ୍ଟି ଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ରେ କିଛି ଅଭିଯୋଗ ଆସିଲା ବୋଲି ବଦଳି କରାଯାଇଥିବା କହିଲେ ବିଏମସି କମିଶନର । ଯାହା ଅଭିଯୋଗ ଆସୁଛି ସବୁ ତାଙ୍କ ବ୍ୟକ୍ତିଗତ କଥା । ଏବେ ତାଙ୍କ ସ୍ଥାନରେ ଆଉ ଜଣେ ଅଫିସର ଙ୍କୁ ଦାୟିତ୍ଵ ଦିଆଯାଇଛି । ବିଏମସି ସହ ସେ ଅଭିଯୋଗ ର କୌଣସି ସମ୍ପର୍କ ନାହିଁ । ସେ ଲମ୍ବା ଛୁଟି ରେ ଯାଇଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ।