ରେଡ଼ ଓ ଗ୍ରୀନ ଫ୍ଲାଗ ନେଇ ବି ଏମ୍ ସି ର ପ୍ରତିକ୍ରିୟା

ରେଡ଼ ଓ ଗ୍ରୀନ ଫ୍ଲାଗ ନେଇ ବି ଏମ୍ ସି ର ପ୍ରତିକ୍ରିୟା

ରାଜଧାନୀ ରେ ଗୃହ ସଙ୍ଗରୋଧ ରେ ଥିବା ରୋଗୀଙ୍କୁ ଦୁଇଟି ଭାଗ ରେ ବିଭକ୍ତ କରାଯାଇଛି। ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ରେଡ଼ ଓ ବିନା ଲକ୍ଷଣ ଥିବା ରୋଗୀଙ୍କୁ ଗ୍ରୀନ ଜୋନ ରେ ରଖାଯାଇଛି। ପ୍ରତି ଜୋନ ରେ ୧୦ ଜଣ ଏମ୍.ବି.ବି.ଏସ ଡାକ୍ତର ମୂତୟନ ହୋଇଛନ୍ତି । ରେଡ଼ ଫ୍ଲାଗ ରୋଗୀଙ୍କୁ ୧୯୨୯ ଯୋଗେ ଲଗାତାର ୩ ଦିନ ଧରି ଏହି ଡାକ୍ତର ମାନେ ଯୋଗାଯୋଗ କରି ସ୍ୱାସ୍ଥ୍ୟ ସମର୍କରେ ବୁଝିବେ ଏବଂ ପରାମର୍ଶ ଦେବେ।