ଗାଁ ମୁଣ୍ଡରେ ପଡିଛି ଯୁବକଙ୍କ ମୃତଦେହ

ଗାଁ ମୁଣ୍ଡରେ ପଡିଛି ଯୁବକଙ୍କ ମୃତଦେହ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମର ସେକ ସୁଲେମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ ହତ୍ୟା କରିଥିବା ସୂଚନା । ଘଟଣା ସ୍ଥଳରେ ଜଙ୍କିଆ ପୋଲିସର ତଦନ୍ତ ଜାରି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।