ବ୍ଲୁଫ୍ଲାଗ ବିଚରୁ ମିଳିଲା ଯୁବକଙ୍କ ମୃତଦେହ

ବ୍ଲୁଫ୍ଲାଗ ବିଚରୁ ମିଳିଲା ଯୁବକଙ୍କ ମୃତଦେହ

ପୁରୀ: ଗତକାଲି ବ୍ଲୁଫ୍ଲାଗ ବିଚରେ ଗାଧୋଇବା ସମୟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ପିଙ୍କହାଉସ ନିକଟ ସମୁଦ୍ରରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ, ଗତକାଲି ପରିବାର ସହ ବ୍ଲୁଫ୍ଲାଗ ବିଚରେ ସମୁଦ୍ର ସ୍ନାନ ସମୟରେ ଯୁବକ ଭାସିଯାଇ ନିଖୋଜ ଥିଲା, ନିଖୋଜ ଯୁବକ ହେଉଛନ୍ତି ରାଞ୍ଚିର ତାନିସ୍କ ଞବିନୟ ରାୟ, ବୟସ ୧୬ ବର୍ଷ ,ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ, ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ଠାରୁ ଖୋଜିବା କାର୍ଯ୍ୟ ଜାରି ରଖିଥିଲା