ରାଜଧାନୀରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ

ରାଜଧାନୀରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ

ଭୁବନେଶ୍ୱର: ୧୮୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ ଏଥି ସହ ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସ୍ଲଟ ବୁକିଂ ହେଉଛି ଟିକାକରଣ ପାଇଁ କେନ୍ଦ୍ରକୁ ବୁକ୍ ହୋଇଥିବା ସ୍ଲଟରେ ଆସିବା ପାଇଁ ଅନୁରୋଧ କରାଯାଇଛି ଏଥି ସହ ଆପଏଣ୍ଟମେଣ୍ଟ ସ୍ଲିପ୍ ସାଙ୍ଗରେ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି