ବିଧାନ ସଭାରେ ଉପସ୍ଥାପିତ ହେବାକୁ ଥିବା CAG ରିପୋର୍ଟ ଓ ରାଜ୍ୟ ଆର୍ଥିକ ସ୍ଥିିତି ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ମହାଲେଖାକାର

ବିଧାନ ସଭାରେ ଉପସ୍ଥାପିତ ହେବାକୁ ଥିବା CAG ରିପୋର୍ଟ ଓ ରାଜ୍ୟ ଆର୍ଥିକ ସ୍ଥିିତି ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ମହାଲେଖାକାର

ଆଗାମୀ ବିଧାନ ସଭାରେ ଉପସ୍ଥାପିତ ହେବାକୁ ଥିବା CAG ରିପୋର୍ଟ ଓ ରାଜ୍ୟର ଆର୍ଥିକ ସ୍ଥିିତିର ଲେଖା ପରୀକ୍ଷା ଓ ବିବରଣୀ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲଙ୍କୁ ପ୍ରଦାନ କରିଛନ୍ତି ରାଜ୍ୟ ମହାଲେଖାକାର ବିଭୂଦତ୍ତ ବସ୍ତିଆ । ଅଡିଟ୍ ୨ ଓ ମହାଲେଖାକାର ୨୦୧୭ – ୧୮ ଆର୍ଥିକ ବର୍ଷର ଆର୍ଥିକ କ୍ଷେତ୍ର ଓ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସିଏଜି ରିପୋର୍ଟ ସହ ୨୦୧୮-୧୯ ବର୍ଷର ରାଜ୍ୟର ଆର୍ଥିକ ସ୍ଥିତି ବୀବରଣି ପ୍ରଦାନ କରାଯାଇଥିବା ବେଳେ ମହାଲେଖାକାର ସୁଶ୍ରୀ ସ୍ମ୍ରିତି ୧୭-୧୮ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ରର ପରୀକ୍ଷା ଲେଖା ସିଏଜି ରିପୋର୍ଟ ସହ ରାଜ୍ୟର ଆର୍ଥିକ ସ୍ଥିତି ରିପୋର୍ଟ ପ୍ରଦାନ କରିଛନ୍ତି ।