ମାଇକ୍ରୋସଫ୍ଟ ରେ ଚାକିରି ପାଇଲେ ସିଇଟି ଛାତ୍ରୀ – ବାର୍ଷକ ଦରମା ୪୩ ଲକ୍ଷ ଟଙ୍କା

ମାଇକ୍ରୋସଫ୍ଟ ରେ ଚାକିରି ପାଇଲେ ସିଇଟି ଛାତ୍ରୀ – ବାର୍ଷକ ଦରମା ୪୩ ଲକ୍ଷ ଟଙ୍କା

ଭୁବେନଶ୍ୱର : ସିଇଟି କଲେଜ, ଭୁବେନଶ୍ୱରର ଛାତ୍ରୀ ମୁସ୍‌କାନ୍‌ ଖେଦିଆ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି। ମାଇକ୍ରୋସଫ୍ଟ ଦ୍ୱାରା ଆୟୋଜିତ ଭରଚୁଆଲ କ୍ୟାମ୍ପସରେ ବଲାଙ୍ଗୀରର ଏହି ଛାତ୍ରୀ ମନୋନୀତ ହୋଇଛନ୍ତି। ତାଙ୍କର ବାର୍ଷିକ ଦରମା ରହିଛି ୪୩ ଲକ୍ଷ ଟଙ୍କା। ଯାହାକି ଏକ ପ୍ରିମିୟର କଲେଜର ଛାତ୍ରୀକୁ ଦିଆଯାଇଥି‍ବା ସର୍ବାଧିକ ପ୍ୟାକେଜ। ସେ ଆସନ୍ତା ୨୦୨୧ ରେ ମାଇକ୍ରୋସଫ୍ଟର ହାଇଦ୍ରାବାଦ ଅଫିସରେ ଯୋଗଦାନ କରିବେ। ସୂଚନାଯୋଗ୍ୟ ଯେ ମୁସ୍କାନ ହେଉଛନ୍ତି ସିଇଟି କଲେଜ, ଭୁବନେଶ୍ୱରର ୨୦୨୨-୨୧ ମସିହାର କମ୍ପ୍ୟୁଟର ସାଇନ୍ସ ଛାତ୍ରୀ।